The Ultimate Managed Hosting Platform
ADVERTISEMENT

ଏଫଏମ ଛାତ୍ରୀ ମୃତ୍ୟୁ : ଜିଲ୍ଲାପାଳ , ଏସପିଙ୍କୁ ଭେଟିଲେ ବାପା

Facebook
Twitter
LinkedIn

ବାଲେଶ୍ୱର : ଜିଲ୍ଲାପାଳ , ଏସପିଙ୍କୁ ଭେଟିଲେ ମୃତ ବାଲେଶ୍ୱର ଏଫଏମ କଲେଜ ଛାତ୍ରୀଙ୍କ ବାପା । କଲେଜ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ । ୪ ଜଣ ଗିରଫ ହୋଇଛନ୍ତି , କିନ୍ତୁ ଆଇସିସି ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି । ଝିଅକୁ ଉସୁକାଇଥିବା ବ୍ୟକ୍ତିଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହୋଇନି । ଜିଲ୍ଲାପାଳ ଓ ଏସପି ପ୍ରତିଶ୍ରୁତି ଦେଇଛନ୍ତି କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login