The Ultimate Managed Hosting Platform
ADVERTISEMENT

ଏଫଆଇଆରର ୩ ବର୍ଷରେ ନ୍ୟାୟ-ଶାହ

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶରେ ୩ଟି ନୂଆ ଅପରାଧିକ ଆଇନ ଲାଗୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ସୂଚନା । ଚଣ୍ଡିଗଡରେ ସ୍ୱତନ୍ତ୍ର ଉତ୍ସବରେ ୩ ଆଇନ ଏକସଙ୍ଗେ ଲାଗୁ ହେଲା କହିଲେ । ପ ର୍ଯ୍ୟାୟକ୍ରମେ ସାରା ଦେଶରେ ଲାଗୁ ହେବ ୩ ଅପରାଧିକ ଆଇନ । ୧୬୦ ବର୍ଷ ତଳେ ପୁରୁଣା ଆଇନ ତିଆରି ହୋଇଥିଲା । ବ୍ରିଟିଶ ପାର୍ଲାମେଣ୍ଟରେ ସେମାନେ ତାଙ୍କ ସୁରକ୍ଷା ପାଇଁ ଆଇନ କରିଥିଲେ । ମୋଦି ଆଣିଥିବା ।ଇନ ଆମ ସଂସଦରେ ଓ ଆମ ପାଇଁ ତିଆରି । ଏହି ଆଇନ ଦଣ୍ଡ ପାଇଁ ନୁହେଁ , ନ୍ୟାୟ ପାଇଁ ବୋଲି କହିଛନ୍ତି ଆମିତ ଶାହ । ୩ ବର୍ଷ ଭିତରେ ଏହି ଆଇନ ସାରା ଦେଶରେ ଲାଗୁ କରାଯିବ । ଏତଲା କରିବାର ୩ ବର୍ଷ ଭିତରେ ନିଶ୍ଚିତ ନ୍ୟାୟ ମିଳିବ । ତାରିଖ ପେ ତାରିଖରୁ ମିଳିବ ମୁକ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login