The Ultimate Managed Hosting Platform
ADVERTISEMENT

ଏନଏସି ଦାବିରେ ତିହିଡି ବନ୍ଦ

Facebook
Twitter
LinkedIn

ତିହିଡି : ଏନଏସି ମାନ୍ୟତା ଦାବିରେ ୮ ଘଣ୍ଟିଆ ତିହିଡି ବନ୍ଦ । ନାଗରିକ ମଞ୍ଚ ପକ୍ଷରୁ ସକାଳ ୬ରୁ ଦିନ ୨ ଟାଯାଏଁ ବନ୍ଦ ପାଳନ । ବ୍ୟବସାୟିକ ଅନୁଷ୍ଠାନ ସହ ବନ୍ଦ ରହିଛି ଦୋକାନ ବଜାର । ତିହଡି ବ୍ଲକ ନାଗରିକ ମଞ୍ଚ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ଏଥିରେ ସମସ୍ତ ବର୍ଗର ଲୋକମାନେ ସାମିଲ ହୋଇଛନ୍ତି। ରାଜ୍ୟ ସରକାର ଦୁଇ ଦୁଇ ଥର ଏନଏସି ଓଡ଼ିଶାର ଵିଭିନ୍ନ ପ୍ରାନ୍ତକୁ ଏନ ଏ ସି ଘୋଷଣା କରିଛନ୍ତି। ଭଦ୍ରକରେ ପ୍ରଥମ ପର୍ୟ୍ୟାୟରେ ଆଗରପଡା ଓ ଦ୍ଵିତୀୟ ପର୍ୟ୍ୟାୟରେ ଧାମରାକୁ ଏନ ଏ ସି ଘୋଷଣା କରିଥିଲେ ମଧ୍ୟ ତିହିଡି ପ୍ରତି ଏତେ ଵୈମାତୃକ ମନୋଭାବ କଣ ପାଇଁ ପାଇଁ ବୋଲି ପ୍ରଶ୍ନ କରିଛି ନାଗରିକ ମଞ୍ଚ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login