The Ultimate Managed Hosting Platform
ADVERTISEMENT

ଏଥର ରଥଯାତ୍ରାରେ ମୁତୟନ ହେବେ ଏସଓଜି ଯବାନ

Facebook
Twitter
LinkedIn

ପୁରୀ : ପୁରୀ ରଥଯାତ୍ରାରେ ଏସଓଜି ଯବାନଙ୍କୁ ମୁତୟନ କରାଯାଇପାରେ। ସ୍ଵତନ୍ତ୍ର ରକ୍ଷକ ଗାଡ଼ିରେ ପାଞ୍ଚ ଜଣ STU କମାଣ୍ଡୋ ଯାଇପାରିବେ । ଏହି ସ୍ବତନ୍ତ୍ର ଗାଡ଼ି ବୁଲେଟ ପ୍ରୁଫ ସହ ଲାଇଟ୍ ମେସିନ ଗନ୍ ମଧ୍ୟ ଥାଏ । କୌଣସି ଆତଙ୍କ ପରିସ୍ଥିତିରେ STU ଏହାକୁ ବ୍ୟବହାର କରିପାରେ । ଯେ କୌଣସି ସମ୍ଭାବ୍ୟ ଆତଙ୍କ ପରିସ୍ଥିତିର ମୁକାବିଲା କରିପାରିବେ ଏହି କମାଣ୍ଡୋ । ଅପରେସନ ସିନ୍ଦୂର ପରେ ବଢିଛି ଓଡ଼ିଶା ସୁରକ୍ଷା ଚିନ୍ତା । ବିଶେଷ କରି ପୁରୀର ସୁରକ୍ଷା ଏବେ କଡା କଡି କରାଯାଇଛି । ଜ୍ୟୋତି ମଲହୋତ୍ରା ଓ ତାଙ୍କ ବାନ୍ଧବୀ ପୁରୀର ବିଭିନ୍ନ ସ୍ଥାନରେ ବୁଲିବା ସହ ଭିଡିଓ କରିଥିଲେ । ରାଜ୍ୟରେ ରହିଛି ସ୍ପେଶାଲ ଟାକଟିକଲ ୟୁନିଟ ବା STU । ଏଥିରେ ରହିଛନ୍ତି ଏସଓଜି ର ବଛା ବଛା ଯବାନ । ନକ୍ସଲ ବିରୋଧୀ ଅଭିଯାନରେ ସ୍ଵତନ୍ତ୍ର ତାଲିମ ପ୍ରାପ୍ତ ଏହି ଏସଓଜି ଯବାନ । ସ୍ୱତନ୍ତ୍ର ସ୍ୱୟଂ ଚଳିତ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ଚଳାଇବାର କ୍ଷମତା ଅଛି । ଅର୍ବାନ ଟେରୋରିଜମକୁ ମୁକାବିଲାରେ ଏମାନେ ବେଶ୍ ସିଦ୍ଧହସ୍ତ । ସହରାଞ୍ଚଳ ରେ ଆତଙ୍କି ହମଲାକୁ ପ୍ରତିହତ କରିପାରିବେ ଏହି କମାଣ୍ଡୋ । ଭିଭିଆଇପିଙ୍କୁ ଅପହରଣ କରାଗଲେ ତୁରନ୍ତ ମୁକୁଳାଇପାରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login