The Ultimate Managed Hosting Platform
ADVERTISEMENT

ଦେବାଶିଷ ସାହୁଙ୍କୁ ଏକଲବ୍ୟ କ୍ରୀଡା ପୁରସ୍କାର ପ୍ରଦାନ

Facebook
Twitter
LinkedIn

ଭୁବନେଶ୍ୱର : ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର ପ୍ରଦାନ । ଟେନିସ ଖେଳାଳି ଦେବାଶିଷ ସାହୁ ପାଇଲେ ଏକଲବ୍ୟ ପୁରସ୍କାର । ପୁରସ୍କାର ସ୍ୱରୁପ ପାଇଲେ ୫ ଲକ୍ଷ ଟଙ୍କା, ଟ୍ରଫି ଏବଂ ମାନପତ୍ର । ଅନ୍ୟ ୨ କ୍ରୀଡା ପ୍ରତିଭାଙ୍କୁ ମଧ୍ୟ ପ୍ରୋତ୍ସାହନ ମୂଳକ ପୁରସ୍କାର । ଆଥଲେଟ ବାପି ହାଁସଦାଙ୍କୁ ମାନପତ୍ର ସହ ୫୦ ହଜାର ଟଙ୍କା ପୁରସ୍କାର । ଭାରୋତ୍ତଳନକାରୀ ଜ୍ୟୋତ୍ସା ଶବର ପାଇଲେ ମାନପତ୍ର ଓ ୫୦ ହଜାର । ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଖ୍ୟାତ କ୍ରିକେଟର ମଦନ ଲାଲ । ଇମ୍ଫାକ୍ଟ ପକ୍ଷରୁ ପ୍ରଦାନ କରାଯାଉଛି ସମ୍ମାନଜନକ ଏକଲବ୍ୟ ପୁରସ୍କାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login