The Ultimate Managed Hosting Platform
ADVERTISEMENT

ଏଏସଓ ଚୟନ ଅନିୟମିତତା ମାମଲା : ହାଇକୋର୍ଟଙ୍କ ପୂର୍ବ ରାୟ କାଏମ

Facebook
Twitter
LinkedIn

କଟକ : ହାଇକୋର୍ଟରେ ଏଏସଓ ଚୟନ ଅନିୟମିତତା ମାମଲା । ମାମଲାରେ ଦାୟର ରିଭ୍ୟୁ ଓ ରିଟ୍ ପିଟିସନ ଖାରଜ । ପୂର୍ବ ରାୟର ପୁନର୍ବିଚାର ପାଇଁ ଦାୟର ହୋଇଥିଲା ପିଟିସନ । ପିଟିସନ ଖାରଜ ସହ ପୂର୍ବ ନିଦେ୍ର୍ଦଶକୁ କାଏମ ରଖିଲେ ହାଇକୋର୍ଟ । ପୂର୍ବରୁ ଓପିଏସସି ଦ୍ୱାରା ମେରିଟ ଲିଷ୍ଟ ଖାରଜ କରିଥିଲେ ହାଇକୋର୍ଟ । ଏଏସଓ ସାନି ମେରିଟ ଲିଷ୍ଟ ପାଇଁ ନିଦେ୍ର୍ଦଶ ଦେଇଥିଲେ ହାଇକୋର୍ଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login