କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ । ଉପର ପଡିଆରେ ଐତିହ୍ୟ ସମ୍ପର୍କିତ ଷ୍ଟଲ ଖୋଲାଯିବ । ଉପର ପଡିଆରେ ଷ୍ଟଲ ସହ ପାର୍କିଂ ବ୍ୟବସ୍ଥା ମଧ୍ୟ ରହିବ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି , ଦୋକାନୀଙ୍କୁ ଅବଗତ କରାଯିବ ।
Views: 0