The Ultimate Managed Hosting Platform
ADVERTISEMENT

ଉତ୍ତରାଖଣ୍ଡରେ ଭୂସ୍ଖଳନ, ଭୁଶୁଡିଲା ପୋଲ

Facebook
Twitter
LinkedIn

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଭୂସ୍ଖଳନର । ଚମୋଲିରେ ପୁଣି ପ୍ରକୃତି ରଚିଲା ତାଣ୍ଡବ । ଚମୋଲି ଗୋବିନ୍ଦଘାଟରେ ଆଜି ସକାଳେ ପାହାଡ ଧସିଛି । ଫଳରେ ଭୂସ୍ଖଳନ କାରଣରୁ ହେମକୁଣ୍ଡ ସାହିବକୁ ଯୋଡୁଥିବା ପୋଲ ଭୁଶୁ଼ଡି ପଡିଛି । ଚମୋଲି ଜିଲ୍ଲାରେ ହିମସ୍ଖଳନର ଭୟ ମନରୁ ଯାଇ ନଥିବା ବେଳେ ପୁଣି ଭୂସ୍ଖଳନ ଭୟ ଲୋକଙ୍କୁ ଘାରିଛି ।ପୋଲ ଭୁଶୁଡିବା ଯୋଗୁଁ ପୁଲନା, ଧାନ୍ଧାରିୟା, ହେମକୁଣ୍ଡ ସାହିବ ଏବଂ ଫୁଲେ ଘାଟିର ଯିବାଆସିବା ସବୁ କିଛି ବନ୍ଦ ହୋଇଛି । ପୋଲ ସେପଟେ ଥିବା ସମସ୍ତ ଗାଁର ଲୋକ ଯିବାଆସିବାରେ ବାଧାପ୍ରାପ୍ତ ହୋଇଛି । ଗାଡିରେ ଯାଇଥିବା ଲୋକ ଅଳକାନନ୍ଦା ନଦୀର ଆରପଟରେ ଫସିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login