The Ultimate Managed Hosting Platform
ADVERTISEMENT

ଉଠାଇନେଲେ ନବକୃଷ୍ଣଙ୍କ ପ୍ରତିମୂର୍ତ୍ତି

Facebook
Twitter
LinkedIn

ଅନୁଗୁଳ : ଗୋପବନ୍ଧୁ ପାର୍କରୁ ଉଠାଗଲା ନବକୃଷ୍ଣ ଚୈାଧୁରୀଙ୍କ ପ୍ରତିମୂର୍ତ୍ତି । ବାରମ୍ବାର ବିବାଦ ପରେ ପ୍ରତିମୂର୍ତ୍ତି ଉଠାଇନେଲେ ପୈାର କର୍ତ୍ତୁପକ୍ଷ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣଙ୍କ ପ୍ରତିମୂର୍ତ୍ତିକୁ ନେଇ ବିବାଦ ଦେଖାଦେଇଥିଲା । ପ୍ରଥମେ ପ୍ୟାଣ୍ଟ କୋଟ୍ ପିନ୍ଧା ପ୍ରତିମୂର୍ତ୍ତିକୁ ନାପସନ୍ଦ କରିଥିଲେ ବୁଦ୍ଧିଜୀବୀ । ପରେ ପାଦ ଯାଏଁ ପିନ୍ଧା ଧୋତିକୁ ବି ନାପସନ୍ଦ କରାଯାଇଥିଲା । ଚାଲିଆଡୁ ସମାଲୋଚନା ପରେ ଶେଷରେ ପ୍ରତିମୂର୍ତ୍ତିକୁ ଉଠାଇ ନେଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login