The Ultimate Managed Hosting Platform
ADVERTISEMENT

ଉଚ୍ଚଶିକ୍ଷା ପକ୍ଷରୁ ବଡ ନିଷ୍ପତ୍ତି , ନିଶା ମୁକ୍ତ ହେବ କଲେଜ କ୍ୟାାମ୍ପସ

Facebook
Twitter
LinkedIn

ଭୁବନେଶ୍ୱର : ଉଚ୍ଚ ଶିକ୍ଷା ପକ୍ଷରୁ ନିଆଯାଇଛି ବଡ ନିଷ୍ପତ୍ତି । ଓଡିଶାରେ କଲେଜ ହେବ ନିଶା ମୁକ୍ତ । ନିଶାମୁକ୍ତ କ୍ୟାମ୍ପସ ପାଇଁ ସମସ୍ତ କଲେଜକୁ ନିର୍ଦ୍ଦେଶ ଜାରି କଲା ଉଚ୍ଚଶିକ୍ଷା ବିଭାଗ । ବିଭାଗ ଗଷ୍ଟ କରିଛି ଯେ ବର୍ତ୍ତମାନ ସମୟରେ ଯୁବପିଢ଼ିଙ୍କ ମଧ୍ୟରେ ଓଡ଼ିଶାରେ କଲେଜ ହେବ ନିଶା ମୁକ୍ତ ଓ ନାର୍କୋଟିକ୍ ସେବନ ବଢ଼ିବାରେ ଲାଗିଛି । ବିଶେଷକରି ଭବିଷ୍ୟତ ପିଢ଼ି ଗଢ଼ା ହେଉଥିବା ଶିକ୍ଷାନୁଷ୍ଠାନକୁ ଯଦି ଆମେ ନିଶାମୁକ୍ତ କରିପାରିବା ତାହା ହେଲେ ଯୁବପିଢ଼ିଙ୍କ ସ୍ବାସ୍ଥ୍ୟ ସୁରକ୍ଷିତ ହୋଇପାରିବ । ଯଦି କୌଣସି କ୍ୟାମ୍ପସରେ ଡ୍ରଗ୍ସ ବ୍ୟବହାର ହେଉଥିବ, ତାହା ହେଲେ ଦେଶର ଯେକେହି ନାଗରିକ ,ଛାତ୍ରଛାତ୍ରୀ, ଯୁବପିଢ଼ି ଜାତୀୟ ହେଲ୍ପଲାଇନ୍ ନମ୍ବର ‘୧୯୩୩ ’ମାଧ୍ୟମରେ ଅଭିଯୋଗ କରିପାରିବେ । ଏଥିସହ ଇମେଲ୍ ଓ ମୋବାଇଲ୍ ଆନ୍ ‘ଉମଙ୍ଗ’ ମାଧ୍ୟମରେ ଅଭିଯୋଗ କରାଯାଇପାରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login