The Ultimate Managed Hosting Platform
ADVERTISEMENT

ଉଗ୍ରତାରା ମନ୍ଦିରରୁ ଚୋରୀ

Facebook
Twitter
LinkedIn

ଖୋର୍ଦ୍ଧା : ଟାଙ୍ଗୀ ସ୍ଥିତ ଉଗ୍ରତାରା ମନ୍ଦିରରୁ ଚୋରି ଅଭିଯୋଗ । ବିଳମ୍ବିତ ରାତିରେ ମାଆଙ୍କ ଅଳଙ୍କାର ଚୋରି ହୋଇଥିବା ଅଭିଯୋଗ । କେତେ ଅଳଙ୍କାର ଚୋରି ହୋଇଛି ସ୍ପଷ୍ଟ ହୋଇନି , ପୋଲିସର ତଦନ୍ତ । ଦୁର୍ବୃତ୍ତମାନେ ଗତ କାଲି ରାତିରେ ମନ୍ଦିରରେ ପଶି ମା’ଙ୍କର ବିଭିନ୍ନ ସୁନା ରୁପା ଅଳଙ୍କାର ଲୁଟି ନେଇଛନ୍ତି। ମନ୍ଦିର ଭିତରେ ପଶି ମାଙ୍କର ମୁକୁଟ, ଅଣ୍ଟା ପଟି, ହାର,ହାତ ପଲା,ଆଖି,ମଥା ଚିତା, ହାତ ପଟି ଆଦି ସୁନା ରୁପାର ଅଳଙ୍କାର ଲୁଟି ନେଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ଟାଙ୍ଗି ପୋଲିସ୍ ପହଞ୍ଚି ତଦନ୍ତ କରୁଛି। ଗତ କିଛି ଦିନ ତଳେ ୫ ଟି ସଚିବ ମନ୍ଦିରରେ ପହଂଚି ମା’ଙ୍କ ମନ୍ଦିର ର ଉନ୍ନତି କରଣ କରିବା ପାଇଁ ସମୀକ୍ଷା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login