ନୂଆଦିଲ୍ଲୀ : ପୁଣି ଇସ୍ରୋ ରଚିଲା ଇତିହାସ । ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋର ଆଉ ଏକ ସଫଳତା । ଶ୍ରୀହରିକୋଟାରୁ ପିଏସଏଲଭି-ସି୫୬ ରକେଟର ସଫଳ ଉତ କ୍ଷେପଣ । ୭ ସାଟେଲାଇଟ ସହ ଉତେକ୍ଷପଣ ହେଲା ପିଏସଏଲଭି-ସି୫୬ ରକେଟ୍ । ସିଙ୍ଗାପୁରର ଡିଏସ-ଏସଏଆର ସମେତ ୭ଟି ସାଟେଲଆଇଟ ଉତ କ୍ଷେପଣ । ଭାରତର କମର୍ସିଆଲ ମିଶନ ହେଉଛି ପିଏସଏଲଭି-ସି୫୬ ।
Views: 83