The Ultimate Managed Hosting Platform
ADVERTISEMENT

ଇସ୍ରାଏଲରୁ ବୋମାବର୍ଷାରୁ ଅଳ୍ପକେ ବର୍ତ୍ତିଲେ ହୁ’ ଚିଫ

Facebook
Twitter
LinkedIn

ନୂଆଦିଲ୍ଲୀ : ଅଳ୍ପକେ ବର୍ତ୍ତିଲେ ବିସ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିଫ ଟେଡ୍ରୋସ ଆଡନମ୍ । ଇସ୍ରାଏଲ ୟମେନ ରାଜଧାନୀ ସନାରେ ଥିବା ଏୟାରପୋର୍ଟରେ ବୋମା ବର୍ଷା କରିଥିଲା । ବୋମା ମାଡ଼ ହେବା ସମୟରେ ସନା ଏୟାରପୋର୍ଟରେ ଥିଲେ । ଏହା ବିଷୟରେ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ ଜରିଆରେ ସୂଚନା ଦେଇଛନ୍ତି । ହୁ ଚିଫ୍ ୟମେନକୁ ୟୁଏନର କର୍ମଚାରୀଙ୍କୁ ଛାଡିବା ପାଇଁ କଥା ହେବାକୁ ଯାଇଥିଲେ । ଏମାନଙ୍କୁ ହୁତି ପକ୍ଷରୁ ଦୀର୍ଘଦିନରୁ ବନ୍ଦୀ କରି ରଖାଯାଇଥିଲା । ଗତ କିଛି ମାସ ଧରି ହୁତି ଯୁଦ୍ଧବିମାନ ଦ୍ୱାରା ବନ୍ଧକ ଥିବା ଜାତିସଂଘର କର୍ମଚାରୀଙ୍କ ମୁକ୍ତି ପାଇଁ ସେ ୟେମେନରେ ପହଞ୍ଚିଥିଲେ । ଟେଡ୍ରୋସ ଆଡନମ୍ କହିଛନ୍ତି, ଯେତେବେଳେ ସେ ଏବଂ ତାଙ୍କ ସହକର୍ମୀମାନେ ବିମାନରେ ଯିବାକୁ ଯାଉଥିଲେ ସେତେବେଳେ ବୋମା ବିସ୍ଫୋରଣ ଆରମ୍ଭ ହୋଇଥିଲା । ଏହି ଆକ୍ରମଣରେ ଆମର ବିମାନର ଜଣେ କ୍ରୁ ସଦସ୍ୟ ଆହତ ହୋଇଥିଲେ । ବିମାନବନ୍ଦରରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login