The Ultimate Managed Hosting Platform
ADVERTISEMENT

ଇଂଲଣ୍ଡ ଗସ୍ତ ପାଇଁ ଟେଷ୍ଟ ଟିମ ଘୋଷଣା ; ଗିଲ କ୍ୟାପଟେନ, ରିଷଭ ପନ୍ତ ଉପଅଧିନାୟକ

Facebook
Twitter
LinkedIn

ନୂଆଦିଲ୍ଲୀ : ଇଂଲଣ୍ଡ ଗସ୍ତ ପାଇଁ ଘୋଷଣା ହେଲା ଭାରତୀୟ କ୍ରିକେଟ ଟିମ । ଶୁବମନ ଗିଲଙ୍କୁ ଟେଷ୍ଟ ଟିମର ଅଧିନାୟକ ଦାୟିତ୍ୱ । ୧୮ ଜଣିଆ ଟେଷ୍ଟ ଟିମ ଘୋଷଣା କଲା ବିସିସିଆଇ । ରିଷଭ ପନ୍ତଙ୍କୁ ଉପ ଅଧିନାୟକ ଦାୟିତ୍ୱ । ଟେଷ୍ଟ ଟିମର ୩୭ ତମ କ୍ୟାପଟେନ୍ ହେଲେ ଶୁବମନ ଗିଲ । ଦଳରେ ଯଶସ୍ବୀ ଜୟସ୍ବାଲ, କେ.ଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ବରନ୍, କରୁଣ ନାୟର, ନୀତିଶ ରେଡ୍ଡୀ, ରାବୀନ୍ଦ୍ର ଜାଡେଜା, ଧ୍ରୁବ ଜୁରେଲ୍, ୱାସିଂଙ୍ଗଟନ୍ ସୁନ୍ଦର, ସାର୍ଦ୍ଦୁଲ ଠାକୁର, ଯଶପ୍ରୀତ ବୁମ୍ରା, ଆକାଶଦୀପ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ ଆଦି ସାମିଲ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login