The Ultimate Managed Hosting Platform
ADVERTISEMENT

ଆସିବ ନାୟକ ଫିଲ୍ମର ସିକ୍ୱେଲ

Facebook
Twitter
LinkedIn

ମୁମ୍ବାଇ : ୨୦୦୧ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ନାୟକ: ଦ ରିଅଲ ହିରୋ’ର ସିକ୍ବେଲ ଆସିବ। ଏହାର ନିର୍ଦ୍ଦେଶନା ଦେବେ ମିଲନ୍ ଲୁଥରିଆ। ‘ନାୟକ’ ଫିଲ୍ମରେ ଅନୀଲ ଏକ ନ୍ୟୁଜ୍ ରିପୋର୍ଟର ଭୂମିକାରେ ଅଭିନୟ କରିଥିଲେ, ଯାହାଙ୍କୁ ଦିନକ ପାଇଁ ମୁଖ୍ୟମନ୍ତ୍ରୀ ହେବା ସୁଯୋଗ ମିଳୁଛି। ‘ନାୟକ’ର ପ୍ରଥମ ପାର୍ଟ ଭଳି ଏହାର ସିକ୍ବେଲ ବି ରାଜନୈତିକ ପୃଷ୍ଠଭୂମି ଉପରେ ଆଧାରିତ ହେବ। ତେବେ ଏହାର ସିକ୍ବେଲରେ ମୂଳ ଫିଲ୍ମର କାଳାକାରମାନେ ରହିବେ କି ସିଦ୍ଧାର୍ଥ କିଛି ନୂଆ ଚେହେରାଙ୍କୁ ସୁଯୋଗ ଦେବେ ତାହା ସ୍ପଷ୍ଟ ହୋଇନାହିଁ। ଯଦିଓ ଏହି ଫିଲ୍ମ ସେତେବେଳେ ବ୍ଲକ୍ବଷ୍ଟର୍ ସାବ୍ୟସ୍ତ ହୋଇ ନ ଥିଲା; କିନ୍ତୁ ଟେଲିଭିଜନ ପରଦାରେ ଦର୍ଶକେ ଏହାକୁ ଖୁବ୍ ଦେଖିଥିଲେ। ‘ଫାଇଟର୍’, ‘ପଠାନ୍’ ଭଳି ହିଟ୍ ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏହି ଫିଲ୍ମର ସିକ୍ବେଲ ଆଣିବା ପାଇଁ ଯୋଜନା କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login