The Ultimate Managed Hosting Platform
ADVERTISEMENT

ଆସନ୍ତାକାଲି ଫେରିବେ ସୁନୀତା ୱିଲିୟମସ୍, ସୂଚନା ଦେଲା ନାସା

Facebook
Twitter
LinkedIn

ନୂଆଦିଲ୍ଲୀ : ଆସନ୍ତାକାଲି ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ । ସୂଚନା ଦେଇଛି ନାସା । ୧୯ରେ ଫେରିବାର ଥିଲା । କିନ୍ତୁ ପରିବେଶ ଅନୁକୂଳ ଯୋଗୁ ଆସନ୍ତାକାଲି ଫେରିବେ । ଫ୍ଲୋରିଡା କୋଷ୍ଟରେ ଅବତରଣ କରିବ ସ୍ପେସ୍ କ୍ରାଫ୍ଟ । ଆଜି ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ବାହାରିବ ଡ୍ରାଗନ ସ୍ପେସ୍ କ୍ରାଫ୍ଟ । କାଲି ସଂଧ୍ୟା ୫ଟା ୫୭ରେ ଫ୍ଲୋରିଡ଼ା କୋଷ୍ଟରେ ପହଞ୍ଚିବ । ୯ ମାସ ହେଲା ଆଇଏସଏସ ରେ ଫିସି ରହିଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ସାଥୀ ୱିଲ୍ ବୁଚ୍ ମୋର୍। ଉଭୟ ପୃଥିବୀକୁ ଫେରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଥମୁନି ଯାତ୍ରା ବିବାଦ ; କଳାକାରଙ୍କ ଉପରୁ ହଟିବନି ବ୍ୟାନ ନିଦେ୍ର୍ଦଶ

ଥମୁନି ଯାତ୍ରା ବିବାଦ ; କଳାକାରଙ୍କ ଉପରୁ ହଟିବନି ବ୍ୟାନ ନିଦେ୍ର୍ଦଶ

ଭୁବନେଶ୍ୱର ; ଥମିବା ବଦଳରେ ତୀବ୍ର ହେବାରେ ଲାଗିଛି କଳାକାର ଓ ମାଲିକଙ୍କ ମଧ୍ୟରେ ବିବାଦ । କଳାକାରଙ୍କ ଉପରୁ ବ୍ୟାନ ହଟାଇବା ପାଇଁ କଳାକାର ସଂଘ...

ADVERTISEMENT
ୟୁନେସ୍କୋ ମେମୋରି ଅଫ ୱାର୍ଲ୍ଡରେ ସାମିଲ ହେଲା ଶ୍ରୀମଦ ଭାଗବତ ଗୀତା ଓ ନାଟ୍ୟଶାସ୍ତ୍ର

ୟୁନେସ୍କୋ ମେମୋରି ଅଫ ୱାର୍ଲ୍ଡରେ ସାମିଲ ହେଲା ଶ୍ରୀମଦ ଭାଗବତ ଗୀତା ଓ ନାଟ୍ୟଶାସ୍ତ୍ର

ନୂଆଦିଲ୍ଲୀ : ୟୁନେସ୍କୋରେ ସ୍ଥାନ ପାଇଲା ଶ୍ରୀମଦ୍ ଭଗବତ ଗୀତା । ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡରେ ସାମିଲ ହୋଇଛି ଶ୍ରୀମଦ୍ ଭଗବତ ଗୀତା ଓ ଭରତମୁନୀଙ୍କ...

Login