The Ultimate Managed Hosting Platform
ADVERTISEMENT

ଆସନ୍ତାକାଲି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି

Facebook
Twitter
LinkedIn

ଭୁବନେଶ୍ୱର : ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ବିଧାନସଭାରେ ଉଦବୋଧନ ଦେବେ ମହାମହିମ । ଏଥିସହ ବିଧାନସଭାରେ ତାଙ୍କର ପୁରୁଣା ସ୍ମୃତି ସାଉଁଟିବେ । ପରିବହନ ମନ୍ତ୍ରୀ ଭାବେ ସେ ପୂର୍ବରୁ କାର୍ୟ୍ୟ କରିଛନ୍ତି । ବିଧାନସଭାରେ ସେ ଯେଉଁ ଚାମ୍ବରରେ ବସୁଥିଲେ ସେହି ଚାମ୍ବରକୁ ସଜାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login