The Ultimate Managed Hosting Platform
ADVERTISEMENT

ଆସନ୍ତା ୨୮କୁ ଘୁଞ୍ଚିଲା ହଂସିତା-ଅନୀଲଙ୍କ ଜାମିନ ଆବେଦନ ଶୁଣାଣି

Facebook
Twitter
LinkedIn

ଭୁବନେଶ୍ୱର : ବହୁଚର୍ଚ୍ଚିତ ଠକ ଯୋଡ଼ି ହଂସିତା-ଅନୀଲ ଗିରଫ ମାମଲାରେ ଜାମିନ ଆବେଦନର ଶୁଣାଣି ପୁଣି ୨୮ ତାରିଖକୁ ଘୁଞ୍ଚିଛି। କମିସନରେଟ୍ ପୁଲିସ ଏହି ମାମଲାର ସବିଶେଷ କେସ୍ ଡାଏରି ଦାଖଲ କରିବାକୁ ପୁଣି ସମୟ ନେବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି। କିନ୍ତୁ ଯୁବତୀ ଚାଲାଣ ମାମଲାକୁ ନେଇ ସେମାନଙ୍କ ଜାମିନ ଆବେଦନର ଶୁଣାଣି ଆସନ୍ତାକାଲି ଅର୍ଥାତ୍ ବୁଧବାର ହେବ ବୋଲି ଧାର୍ୟ୍ୟ ହୋଇଛି।ହା ଭିତରେ ସେମାନଙ୍କ ବିରୋଧରେ ଆସିଛି ଯୁବତୀ ଚାଲାଣ ଭଳି ଅଭିଯୋଗ। କମିସନରେଟ୍ ପୁଲିସର ସ୍ପେସାଲ୍ କ୍ରାଇମ୍ ୟୁନିଟ୍ ସେମାନଙ୍କ ମୋବାଇଲ୍ ଫୋନ୍ରୁ ଯୁବତୀ ଚାଲାଣର ସୁରାକ ପାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login