The Ultimate Managed Hosting Platform
ADVERTISEMENT

ଆରମ୍ଭ ହେଲା ଅଧିଷ୍ଠାତ୍ରି ଦେବୀ ମା’ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା

Facebook
Twitter
LinkedIn

ତାଳଚେର : ଆରମ୍ଭ ହେଲା ତାଳଚେରର ଅଧିଷ୍ଠାତ୍ରି ଦେବୀ ମା ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ଏଥିପାଇଁ ଚଳଚଞ୍ଚଳ ମାଙ୍କ ପୀଠ। ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଦୀର୍ଘ ୯ ଦିନ ଧରି ଅଗ୍ନି ରୂପରେ ଦର୍ଶନ ଦେବେ ମା ହିଙ୍ଗୁଳା । ଭିଡକୁ ଦୃଷ୍ଟିରେ ରଖି ୬ ପ୍ଲାଟୁନ ପୋଲିସ ସହ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । ତେବେ ମାଆ ବର୍ଷକୁ ଥରେ ଅଗ୍ନିରୂପରେ ଦର୍ଶନ ଦେଇଥାନ୍ତି। ମାଆଙ୍କର ଏହି ଅଗ୍ନିରୂପକୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ସହ ପରିବାରର ମଙ୍ଗଳ ହୋଇଥାଏ ବୋଲି ବିଶ୍ୱାସ ରହିଛି। ମାଆଙ୍କୁ ଧୂପ,ଘିଅ,ଝୋଟ,ଲିଆ,ଉଖୁଡା,କଦଳୀ,ନଡ଼ିଆ,ଗୁଡ଼ ଆଦି ଦେଇ ପୂଜା କରିଥାନ୍ତି। ଏହି ୯ ଦିନ ଦୂରଦୂରାନ୍ତରୁ ମାଆଙ୍କୁ ଦର୍ଶନ କରିବାପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login