The Ultimate Managed Hosting Platform
ADVERTISEMENT

ଆମେରିକାରେ ବି ଏମଡିଏଚ ମସଲାରେ ପ୍ରତିବନ୍ଧକ

Facebook
Twitter
LinkedIn

ନୂଆଦିଲ୍ଲୀ: ଚିନ୍ତା ବଢାଉଛନ୍ତି ମସଲା କମ୍ପାନି। ହଂକଙ୍କ୍ ଓ ସିଙ୍ଗାପୁର ପରେ ଏବେ ଆମେରିକାରେ ମଧ୍ୟ ଏମଡିଏଚ୍ ମସଲା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏଭରେଷ୍ଟ୍ ପରେ ଏବେ ବହୁ ପୁରୁଣା ମସଲା କମ୍ପାନି ଏମଡିଏଚ୍ ଦିନକୁ ଦିନ ଅଧିକ ଚିନ୍ତା ବୃଦ୍ଧି କରିବାରେ ଲାଗିଛି। ଆମେରିକାର ନିୟାମକ ତଥ୍ୟର ରଏଟର୍ସ ବିଶ୍ଳେଷଣ ଅନୁଯାୟୀ, ଏହାର କେତେକ ଉତ୍ପାଦ ପ୍ରଦୂଷିତ ବୋଲି ଅଭିଯୋଗ ଆସିବା ପରେ ଲୋକପ୍ରିୟ ଭାରତୀୟ ମସଲା କମ୍ପାନି ଏମ୍ଡିଏଚ୍କୁ ନେଇ ସମସ୍ୟା ବୃଦ୍ଧି ପାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login