The Ultimate Managed Hosting Platform
ADVERTISEMENT

ଆମ ବସ ଧକ୍କାରେ ୩ ଯୁବତୀଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ପିପିଲି : ପୁଣି ଆମ ବସ ଘଟାଇଲା ଦୁର୍ଘଟଣା । ଆମ ବସ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ଚାଲିଗଲା ଜୀବନ । ତରାକାଜ ନିକଟରେ ୩ ଯୁବତୀଙ୍କ ଉପରେ ଚଢିଗଲା ଆମ ବସ । ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା । ଆଉ ଏକ ସ୍କୁଟିକୁ ସାଇଡ ମାରିବାରୁ ତଳେ ପଡିଯାଇଥିଲେ ୩ ଯୁବତୀ । ତଳେ ପଡି ଯାଇଥିବା ୩ ଯୁବତୀଙ୍କ ଉପରେ ଚଢିଗଲା ଆମ ବସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login