କୋଟିଆ : କୋଟିଆର ଫାଟୁସିନେରୀ ଗସ୍ତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଠାରେ ଡେରା ପକାଇଥିବା ଆନ୍ଧ୍ର ଅଫିସରଙ୍କ ଉପରେ ବର୍ଷିଲେ । ଆପଣମାନେ ଏଠାକୁ କାହିଁକି ଆସିଛନ୍ତି ବୋଲି ପଚାରିଲେ କେନ୍ଦ୍ରମନ୍ତ୍ରୀ । ଏଠି ୨୧ଟି ଗାଁ ଆମର ଆନ୍ଧ୍ର ଅଫିସର କହିବାରୁ ତାଗିଦ କଲେ ମନ୍ତ୍ରୀ । ଏହା ଓଡିଶାର , ଆନ୍ଧ୍ର ଗୋ ବ୍ୟାକ କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ।
Views: 86