ଭୁବନେଶ୍ୱର : ଓଡିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ ଆନେ୍ଦାଳନ ପ୍ରସଙ୍ଗ । ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଏକ୍ସ ପୋଷ୍ଟ । ମହାସଂଘର ସମସ୍ତ ଦାବି ଉପରେ ଆଲୋଚନା ହୋଇଛି । ଦାବି ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହୋଇଛି । ପୁଣି ଆନେ୍ଦାଳନର ଆବଶ୍ୟକତା ନାହିଁ । କଂଗ୍ରେସ ରାଲିକୁ ସମର୍ଥନ ଦେବାରେ ରାଜନୀତି ଦେଖାଦେଇଛି । ଆସନ୍ତା ୧୧ ତାରିଖରେ ଥିବା କଂଗ୍ରେସ ରାଲିକୁ ସମର୍ଥନ ଦେଇ ଦିନକ ପାଇଁ ସ୍ଥଗିତ ରଖିବା ଆନ୍ଦୋଳନରେ ରାଜନୀତି ଦେଖାଦେଇଛି। ନିରୀହ, ସରଳ ଡ୍ରାଇଭରଙ୍କୁ ଡ୍ରାଇଭର ମହାସଂଘ ନେତା ଆନ୍ଦୋଳନ ନାମରେ ଭ୍ରମିତ କରନ୍ତୁ ନାହିଁ । ଡ୍ରାଇଭର ଭାଇମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ନିବେଦନ କରୁଛି’’ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଚତୁର୍ଥ ଦିନରେ ଡ୍ରାଇଭର ମହାସଙ୍ଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ପ୍ରଭାବିତ ହେଉଛି ଜନଜୀବନ। ଯାତ୍ରୀ ପରିବହନ ବିଶେଷ ଭାବେ ପ୍ରଭାବିତ ହୋଇଛି। ଏପଟେ ପେଟ୍ରୋଲ ପମ୍ପ ଗୁଡ଼ିକରେ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ପନି ପରିବା ବଜାରକୁ ମଧ୍ୟ ଆଂଶିକ ଭାବରେ ପ୍ରଭାବିତ କଲାଣି ଏହି ଆନ୍ଦୋଳନ। ଅନ୍ୟପଟେ ଗତକାଲି ଯୋଗାଣ ମନ୍ତ୍ରୀ ଓ ପେଟ୍ରୋଲ ଡିଜେଲ ଡିଲର ସଂଘ ମଧ୍ୟରେ ତୈଳ ସଂକଟକୁ ନେଇ ଆଲୋଚନା ହୋଇଥିଲା । ରାଜ୍ୟରେ ଯେତିକି ଇନ୍ଧନ ଅଛି, ସେଥିରେ ଦୁଇ ଦିନ ପର୍ୟ୍ୟନ୍ତ କାମ ଚାଲିପାରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।
ଆନ୍ଦୋଳନରେ ରାଜନୀତି : ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଏକ୍ସ ପୋଷ୍ଟ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







