The Ultimate Managed Hosting Platform
ADVERTISEMENT

ଆଦିମ ଜନଜାତିଙ୍କ ପାଇଁ ଖୋଲିଲା ମାତୃ ଓ ଶିଶୁ ପୋଷଣ କେନ୍ଦ୍ର :ପୁଷ୍ଟିକର ଖାଦ୍ୟ ପାଇବେ ଗର୍ଭବତୀ ଓ ପ୍ରସୂତି ମାଆ

Facebook
Twitter
LinkedIn

କରଞ୍ଜିଆ : ଆଦିମ ଜନଜାତିଙ୍କ ପାଇଁ ଖୋଲିଲା ପ୍ରଥମ ଥର ପାଇଁ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର । ମୟୁରଭଞ୍ଜରେ ଥିବା ଆଦିମ ଜନଜାତି ଖଡ଼ିଆ ଏବଂ ମାଙ୍କିଡିଆ ସମ୍ପ୍ରଦାୟର ଗର୍ଭବତୀ ମାଆ ଓ ଶିଶୁମାନଙ୍କ ପାଇଁ ଶିମିଳିପାଳ ପାଦଦେଶରେ ଥିବା ଜଶୀପୁର ବ୍ଲକର ଦୁର୍ଦୁରା ଗ୍ରାମରେ ଏକ ପୋଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ତେବେ ମୟୁରଭଞ୍ଜରେ ପ୍ରଥମ ପୋଷଣ କେନ୍ଦ୍ର ଭାବେ ରହିଥିବା ବେଳେ ଶିଶୁ ଓ ମାତୃ ସୁରକ୍ଷା ଏବଂ ପୋଷଣର ବିକାଶ ନିମନ୍ତେ ଓପିଲିପି ମାଧ୍ୟମରେ ଏହା ପରିଚାଳିତ ହେଉଛି ।

ଏହି ପୋଷଣ କେନ୍ଦ୍ରକୁ କରଞ୍ଜିଆ ଉପଜିଲ୍ଲାପାଳ ଉଦ୍‌ଘାଟନ କରିବା ସହ କିଭଳି ଭାବେ ଉନ୍ନତମାନର ପୁଷ୍ଟିକର ଖାଦ୍ୟ ଗର୍ଭବତୀ ଓ ପ୍ରସୂତି ମାଆମାନେ ପାଇବେ ତେବେ ସେନେଇ ଜଶୀପୁରରେ ଥିବା ଖଡ଼ିଆ ମାଙ୍କଡ଼ିଆ ଉନ୍ନୟନ ସଂସ୍ଥାକୁ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login