ଭୁବନେଶ୍ୱର : “ଆତ୍ମହତ୍ୟା” କଥା ଶୁଣି ଅଭିଯୋଗ ପ୍ରକୋଷ୍ଠରେ ତାଗିଦ କଲେ ମୁଖ୍ୟମନ୍ତ୍ରୀ । ଜଗବନ୍ଧୁ ପଣ୍ଡା ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏପରି ଶୁଣି ତାଗିଦ କଲେ । ଅଭିଯୋଗ କରିବାକୁ ଆସି କାହିଁକି ଏପରି କହୁଛନ୍ତି ବୋଲି ପଚାରିଲେ । ଅଭିଯୋଗ କରିବାକୁ ଆସିଛନ୍ତି ନିଶ୍ଚିତ ଶୁଣାଯିବ କହିଲେ ମୁଖ୍ୟମନ୍ତ୍ରୀ । ଯଦି ଆପଣଙ୍କ ଦାବି ଯଥାର୍ଥ ଥିବ ତା ହେଲେ ହକ ନିଶ୍ଚୟ ପାଇବ । ଅଭିଯୋଗ କରିବା ବେଳେ କହୁ କହୁ କହିଦେଲେ କହିଲେ ଅଭିଯୋଗକାରୀ ।
Views: 33