The Ultimate Managed Hosting Platform
ADVERTISEMENT

ଆଠଗଡରେ ଝାଡାବାନ୍ତି , ୫ ଆକ୍ରାନ୍ତ

Facebook
Twitter
LinkedIn

ଆଠଗଡ: ରାଉରକେଲା ପରେ ଆଠଗଡ । ଆଠଗଡ ତିଗିରିଆ ବ୍ଲକ ବିଷ୍ଣୁପୁର ଗାଁରେ ପୁଣି ୫ ଜଣ ଝାଡାବାନ୍ତିରେ ଆକ୍ରାନ୍ତ । ଏହା ପୂର୍ବରୁ ୧୮ ଜଣ ଲୋକ ଆକ୍ରାନ୍ତ ହୋଇଥିଲେ । ଆଠଗଡ ଉପଖଣ୍ଡ ଚିକିତ୍ସାଳୟରୁ ୧୦ରୁ ଉଦ୍ଧ୍ୱର୍ ଚିକିତ୍ସାଧୀନ ଥିବା ବେଳେ ୨ ଜଣ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର । ଏ ନେଇ ବିନ୍ଧାଣିମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଏକ ସ୍ୱତନ୍ତ୍ର ଦଳ ଗାଁରେ ରହି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝୁଛନ୍ତି । ଗାଁର ପରିମଳ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଉପରେ ନଜର ରଖିଛନ୍ତି । ଦୂଷିତ ପାଣି ବ୍ୟବହାର ଯୋଗୁଁ ଡାଇରିଆ ବ୍ୟାପୁଥିବା ଅନୁମାନ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login