The Ultimate Managed Hosting Platform
ADVERTISEMENT

ଆଜିଠୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ଲେଜର ସ୍କାନିଂ

Facebook
Twitter
LinkedIn

ପୁରୀ : ଆଜିଠୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେବ ଲେଜର ସ୍କାନିଂ । ଲେଜର ସ୍କାନିଂ ନେଇ ଏଏସଆଇ ସୁପରିଟେଣ୍ଡେଣ୍ଟଙ୍କ ସୂଚନା । ପ୍ରଥମେ ରତ୍ନ ଭଣ୍ଡାରର ବାହାର କାନ୍ଥର ଲେଜର ସ୍କାନିଂ ହେବ । ବିଭିନ୍ନ ଦିଗରୁ ବାହାର କାନ୍ଥର ଲେଜର ସ୍କାନିଂ କରାଯିବ । ୨୦୧୮ରେ ନାଟ ମଣ୍ଡପ ବିମରେ ଫାଟଥିଲା , କାମ ହୋଇଥିଲା । ବର୍ତ୍ତମାନ ଲେଜର ସ୍କାନିଂରେ କାନ୍ଥର ସ୍ଥିତି ଦେଖାଯାଇ କାମ ହେବ । ଏଥିପାଇଁ ପୁରୀରେ ୧୫ ଜଣିଆ ଟିମ୍ ପହଞ୍ଚିଛନ୍ତି। ଏଏସଆଇ ସୁପରିଟେଣ୍ଡେଣ୍ଟଙ୍କ ନେତୃତ୍ବରେ ଆସିଛି ଟିମ୍। ଟିମ୍ ରେ ସାମିଲ ଅଛନ୍ତି ଫଟୋଗ୍ରାଫିକ ସଦସ୍ୟ।। ଟିମ୍ ରେ ଅଛନ୍ତି ମୁମ୍ବାଇର ୩ ଜଣିଆ ବୈଷୟିକ ଟିମ୍ । ସମ୍ପୂର୍ଣ୍ଣ ରତ୍ନଭଣ୍ଡାରର ଲେଜର ସ୍କାନିଂ କରି ଡକ୍ୟୁମେଣ୍ଟେସନ କରିବ ଟିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login