The Ultimate Managed Hosting Platform
ADVERTISEMENT

ଆଜିଠୁ ପ୍ରଥମେ ଖୋଲୁଛି ମଣ୍ଡି ; ମନ୍ତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର : ଆଜିଠୁ ପ୍ରଥମେ ଖୋଲୁଛି ମଣ୍ଡି । ସମ୍ବଲପୁର, ବରଗଡରେ ଆଜିଠୁ ପ୍ରଥମେ ଖୋଲୁଛି ମଣ୍ଡି । ଏ ନେଇ ସୂଚନା ଦେଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ଆଗକୁ ଅନୁଗୁଳ , ବାଲେଶ୍ୱରରେ ଧୀରେ ଧୀରେ ଖୋଲିବ । ବିରୋଧୀ କହିବା କଥା କହିବେ , ଆମେ ଆମ କାମ କରୁଛୁ । ଚାଷୀ କେମିତି ଭଲ ପଇସା ପାଇବେ ତାକୁ ଆମେ ଗୁରୁତ୍ୱ ଦେଉଛୁ । ଆଜି ସୁଦ୍ଧା ମୋଟ ୭୩ ହଜାର ଚାଷୀଙ୍କ ପାଖକୁ ଟୋକନ ଆସିଛି । ଅନ୍ୟପଟେ ଏଥର ମଧ୍ୟ ମଣ୍ଡି ମାନଙ୍କରେ ଧାନ ସଂରକ୍ଷଣର ବ୍ୟବସ୍ଥା ନଥିବା ବେଳେ, ଖୋଲା ଆକାଶ ତଳେ ଧାନି କିଣାବିକାକୁ ନେଇ ଚାଷୀଙ୍କ ମଧ୍ୟରେ ରହିଛି ଅସନ୍ତୋଷ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login