ନୂଆଦିଲ୍ଲୀ : ଦେଶରେ ଆଜିଠୁ ନୂଆ ଜିଏସଟି ସଂସ୍କାର ଆରମ୍ଭ । ନବରାତ୍ରିର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭେଟି । ନିତ୍ୟ ବ୍ୟବହାର ସାମଗ୍ରୀଠାରୁ ଆରମ୍ଭ କରି ଗାଡ଼ି ଏବଂ ଅନ୍ୟାନ୍ୟ ବସ୍ତୁର ମୂଲ୍ୟ ଆଜିଠାରୁ ଶସ୍ତା ହୋଇଛି । ଏଥି ସହିତ ଇଲୋକ୍ଟ୍ରୋନିକ ଏବଂ ପର୍ସନାଲ କେୟାର ଜିନିଷ ଉପରେ ମଧ୍ୟ ଟିକସ ହ୍ରାସ ପାଇଛି । ଯାହାର ସିଧାସଳଖ ଫାଇଦା ଗ୍ରାହକ ପାଇବେ । ସୂଚନାନୁଯାୟୀ, ସରକାର ଏବେ ଚାରୋଟି ବଦଳରେ କେବଳ ଦୁଇଟି ଜିଏସଟି ପ୍ରଚଳନ କରିଛନ୍ତି । ଟିକସ ହାର ୫% ଏବଂ ୧୮% ହେବ । ୪୦% ଟିକସ ହାର ମଧ୍ୟ ସ୍ଥାପନ କରାଯାଇଛି । ଯାହା ଏକ୍ସଟ୍ରା ଲକଜରୀ ଏବଂ ଅନ୍ୟାନ୍ୟ ଜିନିଷ ଉପରେ କାର୍ୟ୍ୟକାରୀ କରାଯାଇଛି । ଖାଦ୍ୟଶସ୍ୟ, ଔଷଧ ଏବଂ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ ୫% କମ୍ ହାରରେ ଟିକସ ଲାଗୁ ହେବ । ଯାହା ମଧ୍ୟମ ବର୍ଗର ଲୋକଙ୍କ ପାଇଁ ବଡ଼ ଆଶ୍ବସ୍ତି ପାଲଟିଛି । ଏତିକି ନୁହେଁ ଏସି, ୱାସିଂ ମେସିନ୍, ଟିଭି ଏବଂ ଡିସୱାସର ଭଳି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ । ନୂଆ ଜିଏସଟି ହାର ଟିକସ ହ୍ରାସ କରିଛି । ଏହା ବ୍ୟତୀତ ଅତ୍ୟାବଶ୍ୟକ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ଉପରେ ଟିକସ ହ୍ରାସ ହେବା ସହିତ ସେଲୁନ୍, ଜିମ୍, ଯୋଗ ସେବାଗୁଡିକ ଉପରେ ଏବେ କମ୍ ଏଝଞ ହାରରେ ଲାଗୁ ହେବ । ଯାହା ଦ୍ବାରା ଲୋକ କମ୍ ମୂଲ୍ୟରେ ସୁବିଧା ପାଇପାରିବେ ।
ଆଜିଠୁ ନୂଆ ଜିଏସଟି
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







