ବ୍ୟୁରୋ : ଶାରଦୀୟ ନବରାତ୍ରି ୨୦୨୫ର ଆଜି ପ୍ରଥମ ଦିନ । ଏହି ଅବସରରେ ଆଜି ଦେଶବ୍ୟାପୀ ଭକ୍ତିମୟ ପରିବେଶ ଓ ଉତ୍ସବର ପରିବେଶ । ଦେଶର ପ୍ରମୁଖ ଶକ୍ତିପୀଠ ଓ ମନ୍ଦିର ଗୁଡ଼ିକରେ ସକାଳୁ ସକାଳୁ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ନବରାତ୍ରର ନଦଦିନରେ ମା’ଙ୍କର ନଅଟି ସ୍ୱରୂପର ଆରାଧନା କରାଯାଏ । ପ୍ରଥମ ଦିନରେ ଭଗବତୀ ଆଦ୍ୟାଶକ୍ତିଙ୍କୁ ଆବାହନ କରାଯାଏ ମା’ ଶୈଳପୁତ୍ରୀ ରୂପରେ । ଶୈଳପୁତ୍ରୀ ବା ଗିରିରାଜ ହିମାଳୟଙ୍କର କନ୍ୟା ହେଉଛନ୍ତି ମା’ ପାର୍ବତୀ । ଦକ୍ଷ ପ୍ରଜାପତିଙ୍କ ଯଜ୍ଞରେ ମା’ ସତୀଙ୍କର ଆତ୍ମାହୁତି ପରେ ପୁଣିଥରେ ଜନ୍ମ ନିଅନ୍ତି ହିମାଳୟ କନ୍ୟା ଭାବରେ ଓ କଠୋର ତପ ପରେ ଶ୍ରୀ ଶିବଙ୍କୁ ପୂନର୍ବାର ପତି ରୂପେ ପାଆନ୍ତି । ଶୈଳପୁତ୍ରୀ ଭାବେ ମା’ ପାର୍ବତୀଙ୍କୁ ହିଁ ଉପାସନା କରାଯାଏ । ସେ ଦ୍ୱି ଭୂଜା ଗୋଟିଏ ହସ୍ତରେ ତ୍ରିଶୂଳ ଓ ଅନ୍ୟହସ୍ତରେ ପଦ୍ମ ଧରିଥାନ୍ତି , ବୃଷବାହନା ଓ ସର୍ବଦା ପ୍ରସନ୍ନ ଚିତ୍ତା । ସେ ହେଉଛନ୍ତି ତ୍ରିଦେବ ବ୍ରହ୍ମା-ବିଷ୍ଣ ଓ ମହେଶଙ୍କ ମୂଳ ଶକ୍ତି ସ୍ୱରୂପା । ମା ଶୈଳପୁତ୍ରୀ ସାଧକର ସମସ୍ତ ଭୌତିକ ଓ ଆଧ୍ୟାତ୍ମିକ ମନୋସ୍କାମନା ପୂରଣ କରନ୍ତି । ଯୋଗ ଦୃଷ୍ଟିକୋଣରୁ ନବରାତ୍ରର ପ୍ରଥମ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ।
ଆଜିଠୁ ଆରମ୍ଭ ନବରାତ୍ରୀ ପୂଜା ; ପ୍ରଥମ ଦିନରେ ପୂଜା ପାଉଛନ୍ତି ମାତା ଶୈଳପୁତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







