The Ultimate Managed Hosting Platform
ADVERTISEMENT

ଆଜି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଶୀକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ଵାରା ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା ଵୈଠକ

Facebook
Twitter
LinkedIn

ଆଜି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଶୀକ୍ଷା, ସ୍ୱାସ୍ଥ୍ୟ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଦ୍ଵାରା ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ସମୀକ୍ଷା ଵୈଠକ ଖୋର୍ଦ୍ଧା ସ୍ଥିତ ଜୟରଜଗୁରୁ ଭବନ ଟାଉନ ହଲ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି ମାନ୍ୟବର ବିଧାୟକ ବେଗୁନିଆ ତଥା ଖୋର୍ଦ୍ଧା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀଧର ସାହୁ!

ବେଗୁନିଆ ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଧୋବେଇ ନାୟକ, ବ୍ଲକ ସହକାରି ଯନ୍ତ୍ରୀ ଶ୍ରୀଯୁକ୍ତ ଅମୁଲ୍ୟ ବାହିନୀପତି ଓ ସବୁ ବିଭାଗର ଅଫିସର ଓ ସବୁ ପଞ୍ଚାୟତ ର ସରପଞ୍ଚ,5 ଟି ଜୋନ ର ଜିଲ୍ଲା ପରିଷଦ ସଭ୍ୟ,ଆତ୍ମା ବେଜୁନିଅ ର ସଭ୍ୟ,ସାମ୍ବାଦିକ ମାନଙ୍କୁ ନେଇ ଆଲୋଚନା କରି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି!

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login