The Ultimate Managed Hosting Platform
ADVERTISEMENT

ଆଜି ବି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

Facebook
Twitter
LinkedIn

ଅଯୋଧ୍ୟା: ରାମଲାଲାଙ୍କ ଦର୍ଶନ ପାଇଁ ଆଜି ବି ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ। ୮ ହଜାରରୁ ଅଧିକ ସୁରକ୍ଷାକର୍ମୀ ଅଯୋଧ୍ୟାରେ ମୁତୟନ। ବୃଦ୍ଧ ଏବଂ ଦିବ୍ୟାଙ୍ଗଙ୍କୁ ୨ ସପ୍ତାହ ପରେ ଆସିବାକୁ ପରାମର୍ଶ। ଭିଡକୁ ଦୃଷ୍ଟିରେ ରଖି ପରାମର୍ଶ ଦେଲେ ଆଇଜି ପ୍ରବୀଣ କୁମାର। ମନ୍ଦିର ଗର୍ଭଗୃହରେ ଆଇନ ଶୃଙ୍ଖଳା ଡିଜିଙ୍କ ମନିଟରିଂ। କାଲି ପ୍ରାୟ ୫ ଲକ୍ଷ ଶ୍ରଦ୍ଧାଳୁ ରାମଲାଲାଙ୍କ ଦର୍ଶନ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login