The Ultimate Managed Hosting Platform
ADVERTISEMENT

ଆଜି ବଡ ଓଷା , ଧବଳେଶ୍ୱର ପୀଠରେ ପ୍ରବଳ ଭିଡ

Facebook
Twitter
LinkedIn

ଆଠଗଡ : ବାବା ଧବଳେଶ୍ଵରଙ୍କ ପୀଠରେ ଆଜି ପାଳିତ ହେଉଛି ତୃତୀୟ ପଞ୍ଚକ ସହ ବଡ଼ଓଷା । ଆଜି ମଧ୍ୟ ରାତ୍ରର ତ୍ରୟୋଦର୍ଶି ଓ ଚତୃଦର୍ଶି ର ସନ୍ଧି କ୍ଷଣରେ ବାବା ଧବଳେଶ୍ଵରଙ୍କ ପୀଠ ରେ ପାଳିତ ହେବ ପ୍ରସିଦ୍ଧ ପର୍ବ ବଡଓଷା । ରାତ୍ର ଚାରିଟାରୁ ପହଡ ଖୋଲାଯାଇ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ଆଜି ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ଵର । ସୁରକ୍ଷା ଦୃଷ୍ଟିରୁ ୩ ଆଡ଼ିଶିନାଲ ଏସପି, ୮ ଡିଏସପି, ୨୦ ଆଇଆଇସି ଙ୍କ ସହ ପନ୍ଦର ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login