The Ultimate Managed Hosting Platform
ADVERTISEMENT

ଆଜି ପଞ୍ଚୁକର ଦ୍ୱିତୀୟ ଦିନ, ଚନ୍ଦ୍ରଚୂଡ ବେଶରେ ବାବା ଧବଳେଶ୍ୱର

Facebook
Twitter
LinkedIn

ଆଠଗଡ : ବାବା ଧବଳେଶ୍ୱରଙ୍କ ପୀଠରେ ପଞ୍ଚୁକର ଦ୍ୱିତୀୟ ଦିନ । ଚନ୍ଦ୍ରଚୂଡ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଦ୍ୱାର ଫିଟା ନୀତି ପରେ ସର୍ବସାଧାରଣଙ୍କୁ ଦର୍ଶନ ସୁଯୋଗ । ସୁରକ୍ଷା ଦୃଷ୍ଟିରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ । ୨ଜଣ ଅତିରିକ୍ତ ଏସପି, ୫ଜଣ ମାଜିଷ୍ଟେଟ ଓ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login