The Ultimate Managed Hosting Platform
ADVERTISEMENT

ଆଜି ନୂଆ ବିଦ୍ୟୁତ ଟାରିଫ ଘୋଷଣା

Facebook
Twitter
LinkedIn

ଭୁବନେଶ୍ୱର : ୨୦୨୫-୨୦୨୬ ବର୍ଷ ପାଇଁ ଘୋଷଣା ହେବ ନୂଆ ବିଦ୍ୟୁତ ଟାରିଫ । ଆଜି ନୂଆ ବିଦ୍ୟୁତ ଟାରିଫ ଘୋଷଣା କରିବ ଓଇଆରସି । ବିଭିନ୍ନ ପକ୍ଷର ଶୁଣାଣି ପରେ ଆଜି ଘୋଷଣା କରିବ ଓଇଆରସି । ଏ ନେଇ ଓଇଆରସି ଉପ ନିଦେ୍ର୍ଦଶକ ସଞ୍ଜୟ ରାଉତ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login