The Ultimate Managed Hosting Platform
ADVERTISEMENT

ଆଜି କେନ୍ଦୁଝର ବନ୍ଦ, ଟ୍ରକ ମାଲିକ ସଂଘ ପକ୍ଷରୁ ବନ୍ଦ ଡାକରା

Facebook
Twitter
LinkedIn

କେନ୍ଦୁଝର : ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା । ପ୍ରକଳ୍ପ ବିରୋଧରେ ବନ୍ଦ ଡାକରା ଦେଇଛି ଟ୍ରକ ମାଲିକ ସଂଘ । କେନ୍ଦୁଝର ଷ୍ଟେସନରେ ୨ଟି ଟ୍ରେନକୁ ଅଟକ ରଖି ପ୍ରତିବାଦ କରାଯାଉଛି । ଶୁଆକାଠିରୁ ଗୁହାଳଡିହି ପ୍ରକଳ୍ପକୁ ବିରୋଧ କରି ବନ୍ଦ ଡାକରା ଦେଇଛି ସଂଘ । ବନ୍ଦକୁ ୧୫ଟି ସଂଗଠନ ପକ୍ଷରୁ ସମର୍ଥନ ମିଳିଛି । ବନ୍ଦ ପ୍ରଭାବରେ ଅତ୍ୟାବଶ୍ୟକ ସେବାକୁ ଛାଡି ଅନ୍ୟ ସମସ୍ତ ସେବା ବନ୍ଦ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login