The Ultimate Managed Hosting Platform
ADVERTISEMENT

ଆଗକୁ ୨ଟି ଲଘୁଚାପ ସମ୍ଭାବନା

Facebook
Twitter
LinkedIn

ଭୁବନେଶ୍ୱର : ଆଗକୁ ଦୁଇ ଦୁଇଟି ଲଘୁଚାପ ସମ୍ଭାବନା । କିନ୍ତୁ ବାତ୍ୟାର ରୂପ ନେବକି ନାହିଁ ତାହା ଏବେଠୁ ଆକଳନ କରିବା ସମ୍ଭବ ନୁହେଁ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ, ପ୍ରଭାବ ଓ ବିଭିନ୍ନ ମଡେଲକୁ ଅନୁଧ୍ୟାନ ପରେ ବାତ୍ୟାର ଆକଳନ କରାଯାଇପାରିବ । ସମ୍ଭାବ୍ୟ ଲଘୁଚାପର ତୀବ୍ରତା ଓ ବାତ୍ୟା ଆକଳନ ନେଇ ଏହା କହିଛନ୍ତି ବରିଷ୍ଠ ପାଣିପାଗ ବିଜ୍ଞାନୀ ଡିଆର ପଟ୍ଟନାୟକ । ଭାରତୀୟ ପାଣିପାଗ କେନ୍ଦ୍ର ସମସ୍ତ ସ୍ଥିତି ଉପରେ ନଜର ରଖିଥିବା ସେ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login