ନୂଆଦିଲ୍ଲୀ : କୋଭିଡ ଟିକା ଓ ଆକସ୍ମିକ ମୃତ୍ୟୁ ଲିଙ୍କରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟୀକରଣ । କୋଭିଡ ଟିକା ଏବଂ ଆକସ୍ମିକ ମୃତ୍ୟୁ ମଧ୍ୟରେ କୈାଣସି ସମ୍ପର୍କ ନାହିଁ । କୋଭିଡ ଟିକା ସହ ଆକସ୍ମିକ ହୃଦଘାତକୁ ଯୋଡିବା ମିଥ୍ୟା ଓ ବିଭ୍ରାନ୍ତିକର । ଆଇସିଏମଆର ଓ ଏମସ ଦ୍ୱାରା ବ୍ୟାପକ ଅଧ୍ୟୟନରୁ ଏହା ସ୍ପଷ୍ଟ । ଜୀବନଶୈଳୀ , କୋଭିଡ ପୂର୍ବବର୍ତ୍ତୀ ଜଟିଳତା କାରଣ ହୋଇପାରେ । କିନ୍ତୁ କୋଭିଡ ଟିକାକରଣରୁ ହଠାତ ମୃତ୍ୟୁ ସହିତ କୈାଣସି ସମ୍ପର୍କ ନାହିଁ । ସୂଚନାନୁଯାୟୀ, ଦେଶର ୧୯ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୪୭ଟି ହସ୍ପିଟାଲରେ ମେ ରୁ ଅଗଷ୍ଟ ୨୦୨୩ ମଧ୍ୟରେ ଏହି ଗବେଷଣା କରାଯାଇଥିଲା । ଯେଉଁଥିରେ ସମ୍ପୂର୍ଣ୍ଣ ସୁସ୍ଥ ବ୍ୟକ୍ତିଙ୍କୁ ନେଇ ଏହା କରାଯାଇଥିଲା । ଗବେଷଣାରୁ ଜଣାପଡିଛି ଯେ, କରୋନା ଟୀକା ଯୋଗୁଁ ଯୁବକମାନଙ୍କଠାରେ ହୃଦଘାତର ଆଶଙ୍କା ବୃଦ୍ଧି ପାଇନାହିଁ । ଯୁବକମାନଙ୍କ ମୃତ୍ୟୁ ସହିତ ଏହାର କୌଣସି ସମ୍ପର୍କ ନାହିଁ କହିଛନ୍ତି । ହଠାତ୍ ମୃତ୍ୟୁ ପଛର କାରଣ ବୁଝିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି ICMR ଏବଂ AIIMS ।
“ଆକସ୍ମିକ ମୃତ୍ୟୁର କାରଣ ନୁହେଁ କୋଭିଡ ଟିକା” -ICMR ଏବଂ AIIMS
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







