ଭୁବନେଶ୍ୱର : ଆଉ ୫ ଦିନ କଲବଲ କରିବ ତାତି । ସତର୍କ କଲା ପାଣିପାଗ ବିଭାଗ । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ପାଖାପାଖି ରହିପାରେ । ଆଭ୍ୟନ୍ତରୀଣ ଓଡିଶାରେ କିଛି ସ୍ଥାନରେ ତାପମାତ୍ରା ୪୨ ଟପିପାରେ । ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ କାଳବୈଶାଖୀ ବର୍ଷା ସମ୍ଭାବନା ।
Maximum temperature recorded over different locations of #Odisha as of today, 16th May, 2023#Sambalpur recorded the highest maximum of 44.3°C#Boudh 44.2°C, #Bolangir 44°C & #Nuapada 44°C pic.twitter.com/teSHByM3yt
— Meteorological Centre, Bhubaneswar (@mcbbsr) May 16, 2023
Views: 84