ନୂଆଦିଲ୍ଲୀ : ଆଉ ୧୭ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ମୁକ୍ତ ୧୭ ପଣବନ୍ଦୀଙ୍କୁ ଇକ୍ସିପ୍ଟ ପଠାଇଲା ରେଡକ୍ରସ । ୧୭ ଜଚ୍ଚଙ୍କ ମଧ୍ୟରୁ ୧୩ ଇସ୍ରାଏଲ ଓ ୪ ଥାଇଲାଣ୍ଡ ନାଗରିକ । ପ୍ରଥମ ପର୍ଯ୍ୟାୟରେ ୨୦ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା ହମାସ । ଯୁଦ୍ଧବନ୍ଦୀ ମାନେ ଇଜିପ୍ଟ ଦେଇ ଇସ୍ରାଏଲରେ ପହଁଚିଥିବା ବେଳେ ସେମାନଙ୍କୁ ମ୍ବାଗତ କରାଯାଇଛି । ସେହିପରି ଜେଲରେ ଥିବା କିଛି ପାଲେଷ୍ଟାଇନ ନାଗରିକଙ୍କୁ ମୁକ୍ତ କରିବାକୁ ରାଜି ହୋଇଛି ଇସ୍ରାଏଲ । ଯୁଦ୍ଧ ବିରତିକୁ ଆହୁରି ଗୋଟିଏ ଦିନ ବାକି ଥିବା ବେଳେ ଗାଜା ଷ୍ଟ୍ରିପରେ ପୁଣି ଉତେଜନା ଦେଖିବାକୁ ମିଳିଛି । ଇସ୍ରାଏଲ ସେନା ୬ଜଣ ପାଲେଷ୍ଟାଇନ ନାଗରିକଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଛି ହମାସ । ଆଉ ୧୨ଜଣ ଇସ୍ରାଏଲ ନାଗରିକଙ୍କୁ ମୁକ୍ତ କରିବାକୁ ବିଳମ୍ବ କଲେ ଯୁଦ୍ଧ ବିରତି ଶେଷ କରି ହମାସ ଉପରେ ଆକ୍ରମଣ କରିବାକୁ ଚେତାବନୀ ଦେଇଛି ଇସ୍ରାଏଲ । ସେପଟେ ଯୁଦ୍ଧ ବିରତି ଅବଧି ବଢାଇବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଉଭୟ ପକ୍ଷଙ୍କୁ ଅପିଲ କରିଥିବା ବେଳେ ଗାଜା ଷ୍ଟ୍ରିପରେ ୧୦୦ରୁ ଅଧିକ ଟ୍ରକରେ ମାନବୀୟ ସହାୟତା ପହଁଚିସାରିଛି ।
ଆଉ ୧୭ ମୁକୁଳିଲେ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







