The Ultimate Managed Hosting Platform
ADVERTISEMENT

ଆଇପିଏଲ ୨୦୨୩ ବିଜେତା ଚେନ୍ନାଇ ସୁପରକିଙ୍ଗସ

Facebook
Twitter
LinkedIn

ନୂଆଦିଲ୍ଲୀ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ ଶେଷ ହୋଇଛି। ସୋମବାର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚରେ ଗୁଜରାଟକୁ ୫ ୱିକେଟରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ୨୦୨୩ ଟାଇଟଲ ଜିତିଛି । ଚେନ୍ନାଇ ଟିମ ଡିଏଲଏସ୍ ନିୟମ ଅନୁଯାୟୀ ଗୁଜରାଟକୁ ହରାଇଛି। ଏହି ମ୍ୟାଚ୍ ରେ ଧୋନିଙ୍କ ଟିମ୍ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ।
ଅନ୍ତିମ ମ୍ୟାଚ୍ ପରେ ପୁରସ୍କାର ବିତରଣ ଉତ୍ସବ ଆୟୋଜିତ ହୋଇଥିଲା ଯେଉଁଥିରେ ଚାମ୍ପିଅନ୍ ଏବଂ ରନର୍ ଅପ୍ ଦଳକୁ ଟଙ୍କା ଦିଆଯାଇଥିଲା। ଏହା ବ୍ୟତୀତ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବିଜେତା ଦଳ ଚେନ୍ନାଇ ସୁପର କିଙ୍ଗ୍ସକୁ ୨୦କୋଟି ଟଙ୍କା ଦିଆଯାଇଥିବାବେଳେ ରନର୍ସ ଅପ୍ ଦଳ ଗୁଜୁରାଟ ଟାଇଟାନ୍ସକୁ ୧୨.୫୦ କୋଟି ଟଙ୍କା ମିଳିଛି । ଅନ୍ୟପକ୍ଷରେ ଗୁଜୁରାଟ ଟାଇଟାନ୍ସ ଖେଳାଳି ଶୁବମନ ଗିଲ କମଳା କ୍ୟାପ ଏବଂ ଶାମି ବାଇଗଣୀ କ୍ୟାପ ଜିତିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login