The Ultimate Managed Hosting Platform
ADVERTISEMENT

ଆଇନ ଛାତ୍ରୀଙ୍କୁ ରାଗିଂ ; ଭାଙ୍ଗିଲା ହାତ , ଦାନ୍ତ

Facebook
Twitter
LinkedIn

ଭୁବନେଶ୍ୱର : ଘରୋଇ ବିଶ୍ୱବିଦ୍ୟାଳୟ ଆଇନ ଛାତ୍ରୀଙ୍କୁ ରାଗିଂ । ପ୍ରଥମ ବର୍ଷ ଛାତ୍ରୀଙ୍କୁ ହଷ୍ଟେଲରେ ପିଟିଲେ ୩ ସିନିୟର ଛାତ୍ରୀ । ମାଡରେ ପ୍ରଥମ ବର୍ଷ ଆଇନ ଛାତ୍ରୀଙ୍କ ହାତ ଓ ଦାନ୍ତ ଭାଙ୍ଗିଲା । ଏ ସମ୍ପର୍କରେ ବିଶ୍ୱ ବିଦ୍ୟାଳୟ ଶୃଙ୍ଖଳା କମିଟି ପାଖରେ ଅଭିଯୋଗ । ତେବେ ଶୃଙ୍ଖଳା କମିଟିରେ ହାଜ ହେଲେନି ୩ ସିନିୟର ଛାତ୍ରୀ । ଶୃଙ୍ଖଳା କମିଟିରେ ହାଜର ନ ହେବାରୁ ଥାନାରେ ଏତଲା କଲେ ଛାତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login