The Ultimate Managed Hosting Platform
ADVERTISEMENT

ଅସହ୍ୟ ଜାଡକୁ ଅଦିନିଆ ବର୍ଷାରେ ଅସ୍ତବ୍ୟସ୍ତ ହୋଇଛି ସୁବର୍ଣ୍ଣପୁର

Facebook
Twitter
LinkedIn

ସୁବର୍ଣ୍ଣପୁର : ଅସହ୍ୟ ଜାଡରେ ଥରୁଛି ସାରା ରାଜ୍ୟ । କମିଛି ପାରଦ ବଢିଛି ଶୀତ । ସୁବର୍ଣ୍ଣପୁର ଜିଲ୍ଲାରେ ଏହାର ପ୍ରଭାବ ବେଶ୍ ଅନୁଭୁତ ହେଉଛି । ଏହି ସମୟରେ ଅଦିନିଆ ବର୍ଷା ଦାଉ ସାଜିବା ସହ ଅଚାନକ୍ ଭାବେ ଶୀତ ବଢିବାରେ ଲାଗିଛି । ଏପରିକି ସାରା ରାଜ୍ୟ ମଧ୍ୟରୁ ସୁବର୍ଣ୍ଣପୁର ଜିଲ୍ଲା ସର୍ବନିମ୍ନ ତାପମାତ୍ରା ପାଲଟିବା ପରେ ଜୀବଜଗତ ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ ଶୀତବସ୍ତ୍ର ପରିଧାନ କରିବା ସହ ନିଆଁ ପୋଉଁଥିବାର ଦେଖିବାକୁ ମିଳୁଛି । ଅସହ୍ୟ ଜାଡ ପ୍ରଭାବରେ ରାସ୍ତାଘାଟ ଶୁନ୍ ଶାନ୍ ହୋଇପଡିଛି । କେବଳ ସଂଧ୍ୟ୍ୟା କି ରାତି ନୁହେଁ ବରଂ ଦିନ ତମାମ ଲାଗି ରହୁଛି ଥଣ୍ଡା ଯାହା ଦ୍ୱାରା ଲୋକେ ନିହାତି ଆବଶ୍ୟକ ନଥିଲେ ଘରୁ ବାହାରିବାକୁ ପସନ୍ଦ କରୁନାହାଁନ୍ତି ଲୋକେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login