The Ultimate Managed Hosting Platform
ADVERTISEMENT

ଅସନ୍ତୋଷ ଝାଡିଲେ ଅପରାଜିତା, କହିଲେ ଭୁବନେଶ୍ୱରରୁ ହୋର୍ଡିଂ ହଟୁ

Facebook
Twitter
LinkedIn

ଭୁବନେଶ୍ୱର : ଅସନ୍ତୋଷ ଝାଡିଲେ ଅପରାଜିତା । ନୂଆବର୍ଷ ଶୁଭେଚ୍ଛା ପାଇଁ ମନଇଚ୍ଛା ଚାରିଆଡେ ହୋର୍ଡି ଲଗାଯାଇଛି । ନୂଆବର୍ଷ ପରଦିନ ମୋର ସମସ୍ତ ହୋର୍ଡିଂ ବିଏମସି ହଟାଇ ଦେଇଥିଲା । କିନ୍ତୁ ବିଜେଡିର ହୋର୍ଡିଂ ଏବେ ବି ଲାଗିଛି । ନୀତି, ନିୟମ ସମସ୍ତଙ୍କ ପାଇଁ ସମାନ ହେବା ଉଚିତ , ତେଣୁ ଅନ୍ୟ ହୋର୍ଡି ସବୁ ହଟୁ । ବିଏମସି କମିଶନରଙ୍କ ସିପିଙ୍କ ସହାୟତାରେ ୨ ଦିନ ମଧ୍ୟରେ ହୋର୍ଡିଂ ହଟାନ୍ତୁ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login