The Ultimate Managed Hosting Platform
ADVERTISEMENT

ଅଳଙ୍କାର ଦୋକାନରୁ ଲୁଟ୍ ଉଦ୍ୟମ

Facebook
Twitter
LinkedIn

ସାନଖେମୁଣ୍ଡି: ଅଳଙ୍କାର ଦୋକାନରେ ଲୁଟେରାଙ୍କ ଲୁଟ୍ ଉଦ୍ୟମ ଫେଲ୍ ମାରିଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଥିବା ଏକ ସୁନା ଅଳଙ୍କାର ଦୋକାନରେ ଲୁଟେରାମାନେ ଲୁଟ୍ ଉଦ୍ୟମ କରିଥିଲେ । ତେବେ ଏହି ଲୁଟ୍ ଉଦ୍ୟମ ଫେଲ୍ ମାରିଛି । ସେମାନେ ସୁନା ନେବା ପାଇଁ ଉଦ୍ୟମ କରିଥିଲେ ବି ବିଫଳ ହୋଇ ସୁନା ନ ନେଇପାରି କେବଳ ରୁପା ଅଳଙ୍କାର ନେବାରେ ସକ୍ଷମ ହୋଇଛନ୍ତି ଲୁଟେରା କ୍ଷ ସେମାନେ ପ୍ରଥମେ ଲୁହା ଗ୍ରିଲକୁ ଭାଙ୍ଗି , ସଟର ତାଡି ଦୋକାନ ଭିତରେ ପଶିଥିଲେ । କିନ୍ତୁ କୌଣସି କାରଣ ବଶତଃ ସେଠାରୁ ସୁନା ନ ନେଇ ପାରି ରୁପା ଅଳଙ୍କାର ନେଇ ଯାଇଥିଲେ କ୍ଷ ଶନିବାର ସକାଳେ ଦୋକାନର ତାଲା ଭଙ୍ଗାଯାଇଥିବା ଲୋକ ମାଲିକଙ୍କୁ ଖବର ଦେଇଥିଲେ। ପୋଲିସକୁ ସୂଚନା ମିଳିବା ପରେ ଦୋକାନର ସିସି କ୍ୟାମେରାକୁ ମଧ୍ୟ ଲୁଟେରାମାନେ ଓଲଟେଇ ଦେଇଥିବା ଜଣାପଡିଥିଲା ଏନେଇ ପୋଲିସ ତଦନ୍ତ ଜାରୀ ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login