The Ultimate Managed Hosting Platform
ADVERTISEMENT

ଅଲୋଡା ହେଲା ଶିଶୁ କନ୍ୟା , ପେଟିରେ ଶିଶୁ କନ୍ୟାର ମୃତଦେହ

Facebook
Twitter
LinkedIn

ନୀଳଗିରି : ପୁଣି ଅଲୋଡା ହେଲା ଶିଶୁ କନ୍ୟା । ପେଟି ଭିତରେ ନବଜାତ ଶିଶୁ କନ୍ୟାର ଶିଶୁ ମୃତଦେହ ଠାବ । ପୋଡାକୁଳ ନିକଟ ରାସ୍ତା କଡରେ ମୃତଦେହ ଠାବ କଲେ ଲୋକ । ପେଟିରେ ମୃତ ଶିଶୁକନ୍ୟାକୁ ଦେଖି ପୋଲିସକୁ ଜଣାଇଲେ । କିଏ କାହିଁକି ଏପରି କାର୍ଯ୍ୟ କଲା ଜାଣିବାକୁ ପୋଲିସର ଛାନଭିନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login