The Ultimate Managed Hosting Platform
ADVERTISEMENT

ଅମୃତସରରେ ଗ୍ୟାଙ୍ଗଷ୍ଟର୍ ଜର୍ଣ୍ଣେଲ ସିଂଙ୍କୁ ହତ୍ୟା

Facebook
Twitter
LinkedIn

ଅମୃତସର : ପଞ୍ଜାବର ଅମୃତସରରେ ଗ୍ୟାଙ୍ଗଷ୍ଟର ଜର୍ଣ୍ଣେଲ ସିଂଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଜର୍ଣ୍ଣେଲ ସିଂଙ୍କ ଉପରକୁ ଦୁର୍ବୃତ୍ତମାନେ ପାଖାପାଖି ୨୦ରୁ ୨୫ଟି ଗୁଳି ଚଳାଇଛନ୍ତି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ଅମୃତସରର ବାବା ବକାଲା ନିକଟ ସାଠିୟାଲା ଗାଁରେ ଏହି ଘଟଣା ଘଟିଛି। ଏଠାରେ କିଛି ଦୁର୍ବୃତ୍ତ ଜର୍ଣ୍ଣେଲ ସିଂଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ। ଘଟଣା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ମୁଖା ପିନ୍ଧିଥିବା କିଛି ଦୁର୍ବୃତ୍ତ ଗୁଳି ଚଳାଉଥିବା ନଜର ଆସିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login