The Ultimate Managed Hosting Platform
ADVERTISEMENT

ଅମିତ ଶାହାଙ୍କୁ ଭେଟିଲେ ସୈାମ୍ୟ !

Facebook
Twitter
LinkedIn

ଭୁବନଶ୍ୱେର : ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ସୈାମ୍ୟ ପଟ୍ଟନାୟକ ଭେଟିଥିବା ଚର୍ଚ୍ଚା । ଚର୍ଚ୍ଚାକୁ ଖୋରାକ ଯୋଗାଇଲା ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ । ଅମିତ ଶାହାଙ୍କୁ ସୈାମ୍ୟ ଭେଟିଛନ୍ତି କି ପ୍ରଶ୍ନରେ ଜୟନାରାୟଣଙ୍କ ମନ୍ତବ୍ୟ । ମୁଁ ଶୁଣିଛି , ସେ ଅମିତ ଶାହାଙ୍କୁ ଭେଟିବାକୁ ଯାଇଥିଲେ । ସଂପ୍ରତି ଯାହା ଚାଲିଛି , ସେ କଥା ସେ ଜଣାଇଥିବା ମୁଁ ଶୁଣିଛି । ଜଣେ ସାଧାରଣ ଲୋକ ବି ଶାହାଙ୍କୁ ଭେଟି ପାରିବେ କହିଲେ ଜୟନାରାୟଣ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login