The Ultimate Managed Hosting Platform
ADVERTISEMENT

ଅଭିଯୁକ୍ତ ଭୂଗୋଳ ଶିକ୍ଷକ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ଭୁଗୋଳ ଶିକ୍ଷକଙ୍କ ଅସଦାଚରଣ ପ୍ରସଙ୍ଗ । ରସିକିଆ ଭୂଗୋଳ ଶିକ୍ଷକ ହେଲେ ଗିରଫ । କାଳୁଚରଣ ବଡଜେନାଙ୍କୁ ଗିରଫ କଲା ଭରତପୁର ପୋଲିସ । ଛାତ୍ରୀଙ୍କ ପରିବାରର ଲିଖିତ ଅଭିଯୋଗ ପରେ ଗିରଫ ।
ସୂଚନା ଅନୁଯାୟୀ , ଭୂଗୋଳ ଶିକ୍ଷକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ ଭୁବନେଶ୍ୱର ଭରତପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୦ମ ଶ୍ରେଣୀ ଛାତ୍ରୀ । ଛାତ୍ରୀଙ୍କୁ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ପ୍ରଶ୍ନପତ୍ର ବାହାନାରେ ଛାତ୍ରୀଙ୍କ ସହ ଅସଦାଚରଣ କରିଥିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login