The Ultimate Managed Hosting Platform
ADVERTISEMENT

ଅଭିନବ ଉପାୟରେ ଠକେଇ, ଜଣେ ଗିରଫ

Facebook
Twitter
LinkedIn

ସୋର : ଅଭିନବ ଉପାୟରେ ଯୁବକଙ୍କ ଠକେଇ । ଜଣେ ଗିରଫ । କେମିକାଲରେ ବୁଡାଇଲେ ସାଦା କାଗଜ ୫ ଶହ ଟଙ୍କିଆ ହେବ କହି ଠକେଇ । ଉକ୍ତ କେମିକାଲ ଆଣି ଦେବାକ କହି ୧.୧୦ ଲକ୍ଷ ଠକି ନେଇଥିଲେ । ସୋନପୁର ଯୁବକଙ୍କ ଠାରୁ ଠକେଇ ଗ୍ୟାଙ୍ଗର ୪ ଜଣ ଠକି ନେଇଥିଲେ । ଏତଲା ପରେ ଗ୍ୟାଙ୍ଗରେ ଥିବା ସୋର ଯୁବକଙ୍କୁ ଧରିଲା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login